ବାଇବଲ ଜ୍ଞାନ ବିଷୟରେ କଣ କୁହେ? — ଭିତ୍ତିମୂଳ · ଷ୍ଟ୍ରଙ୍ଗ ସଂଖ୍ୟା ସହିତ କେଜେଭି ଶାସ୍ତ୍ର — ବାଇବଲ କୁଇଜ୍
For each reference below, choose what that verse teaches. Your score appears at the end.
This is the graded quiz. Pass it to earn credit toward your Ministry Certificate of Endorsement.
ଗୀତସଂହିତା 111:10 — ସଦାପ୍ରଭୁ ବିଷୟକ ଭୟ ଜ୍ଞାନର ________; ଯେଉଁମାନେ ତଦନୁଯାୟୀ କର୍ମ କରନ୍ତି, ସେସମସ୍ତଙ୍କର ସୁବୁଦ୍ଧି ହୁଏ; ତାହାଙ୍କର ପ୍ରଶଂସା ସଦାକାଳସ୍ଥାୟୀ।
ଆରମ୍ଭ
ପ୍ରଥମଜାତ
ମନ୍ତ୍ରଣା
ଯିଶାଇୟ 11:2 — ପୁଣି, ସଦାପ୍ରଭୁଙ୍କର ଆତ୍ମା, ଜ୍ଞାନ ଓ ବିବେଚନାର ଆତ୍ମା, ________ ଓ ପରାକ୍ରମର ଆତ୍ମା, ବୁଦ୍ଧି ଓ ସଦାପ୍ରଭୁ ବିଷୟକ ଭୟର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିବେ;
ପର୍ଯ୍ୟନ୍ତ
ମନ୍ତ୍ରଣା
ଅନନ୍ତକାଳସ୍ଥାୟୀ
ଯିଶାଇୟ 11:3 — ସଦାପ୍ରଭୁ ବିଷୟକ ଭୟରେ ତାହାଙ୍କର ଆମୋଦ ହେବ; ପୁଣି, ସେ ଆପଣା ଚକ୍ଷୁର ଦୃଷ୍ଟି ଅନୁସାରେ ________ କରିବେ ନାହିଁ, କିଅବା ଆପଣା କର୍ଣ୍ଣପ୍ରାନ୍ତରେ ଶ୍ରବଣାନୁସାରେ ଅନୁଯୋଗ କରିବେ ନାହିଁ
ଅଧିକାର
ଉଦ୍ଧାର
ବିଚାର
ହିତୋପଦେଶ 2:6 — ଯେହେତୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି, ତାହାଙ୍କ ମୁଖରୁ ଜ୍ଞାନ ଓ ________ ନିର୍ଗତ ହୁଏ।
ବୁଦ୍ଧି
ମନ୍ତ୍ରଣା
ମିଥ୍ୟାବାଦୀ
ହିତୋପଦେଶ 2:7 — ସେ ସତ୍ ଲୋକଙ୍କ ନିମନ୍ତେ ତତ୍ତ୍ୱଜ୍ଞାନ ସଞ୍ଚୟ କରନ୍ତି, ସେ ସରଳାଚାରୀମାନଙ୍କର ________ ସ୍ୱରୂପ ଅଟନ୍ତି।
ଅନ୍ଧକାର
ଢାଲ
ମୂଲ୍ୟ
ହିତୋପଦେଶ 2:4 — ଯଦି ________ ନ୍ୟାୟ ତାକୁ ଖୋଜ ଓ ପୋତା-ଧନ ପରି ତାହାର ଅନ୍ୱେଷଣ କର;
ରୂପା
ମନ୍ତ୍ରଣା
ଭରସା
ହିତୋପଦେଶ 2:5 — ତେବେ ତୁମ୍ଭେ ସଦାପ୍ରଭୁଙ୍କ ବିଷୟକ ଭୟ ________ ଓ ପରମେଶ୍ୱରଙ୍କ ବିଷୟକ ତତ୍ତ୍ୱଜ୍ଞାନ ପାଇବ।
ପାତାଳ
କ୍ଷୁଧିତ
ବୁଝିବ
ଉପଦେଶକ 12:13 — ସାର କଥା ଏହି; ସବୁ ଶୁଣାଯାଇଅଛି; ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞାସବୁ ________ କର; କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ।
ପ୍ରାଣ
ପାଳନ
ହସ୍ତ
ଗୀତସଂହିତା 34:9 — ହେ ତାହାଙ୍କର ସଦ୍ଭକ୍ତମାନେ, ସଦାପ୍ରଭୁଙ୍କୁ ଭୟ କର; କାରଣ ଯେଉଁମାନେ ତାହାଙ୍କୁ ଭୟ କରନ୍ତି, ସେମାନଙ୍କର କୌଣସି ________ ନାହିଁ।
ପ୍ରବାସ
ଗଣିତ
ଅଭାବ
ହିତୋପଦେଶ 8:13 — ସଦାପ୍ରଭୁଙ୍କ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା; ଅହଙ୍କାର, ________ ଓ କୁପଥ ଏବଂ କୁଟିଳ ମୁଖ ମୁଁ ଘୃଣା କରେ।
ବେଶ୍ୟାଗମନ
ଦାମ୍ଭିକତା
ଶୟନାଗାରରେ
ହିତୋପଦେଶ 16:6 — ଦୟା ଓ ସତ୍ୟତାରେ ପାପର ________ ହୁଏ, ପୁଣି, ସଦାପ୍ରଭୁ ବିଷୟକ ଭୟ ଦ୍ୱାରା ମନୁଷ୍ୟମାନେ କୁକ୍ରିୟା ତ୍ୟାଗ କରନ୍ତି।
ପ୍ରାୟଶ୍ଚିତ୍ତ
ଅନ୍ଧକାର
ଦୁଷ୍ଟତା
ହିତୋପଦେଶ 19:23 — ସଦାପ୍ରଭୁଙ୍କ ବିଷୟକ ଭୟ ________, ତାହା ଯେଉଁ ଲୋକଠାରେ ଥାଏ, ସେ ତୃପ୍ତ ହୋଇ ବାସ କରିବ; ଆପଦ ତାହାର ନିକଟ ଦେଇ ଯିବ ନାହିଁ।
ଜୀବନଦାୟକ
ବିନଷ୍ଟ
ରୋପଣ
ମାଥିଉ 10:28 — ଆଉ ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ________ ଓ ଆତ୍ମା ଉଭୟକୁ ନର୍କରେ ବିନଷ୍ଟ କରିପାରନ୍ତି, ତାହାଙ୍କୁ ହିଁ ଭୟ କର।
ଯୋଗ୍ୟ
ଶରୀର
ଚିହ୍ନ
ପ୍ରେରିତ 9:31 — ଏହି ପ୍ରକାରେ ସମୁଦାୟ ________ ପ୍ରଦେଶ, ଗାଲିଲୀ ଓ ଶମିରୋଣ ମଣ୍ଡଳୀ ନିଷ୍ଠାପ୍ରାପ୍ତ ହୋଇ ଓ ପ୍ରଭୁଙ୍କର ଭୟରେ ଆଚରଣ କରି ଶାନ୍ତି ଭୋଗ କଲେ, ପୁଣି, ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ବୃଦ୍ଧି ପାଇବାକୁ ଲାଗିଲେ।
ଯିହୂଦିୟା
ନାଜରିତୀୟ
ଯାଫୋ
୨ କରିନ୍ଥୀୟ 7:1 — ଅତଏବ, ହେ ପ୍ରିୟମାନେ, ଏହି ସମସ୍ତ ପ୍ରତିଜ୍ଞାପ୍ରାପ୍ତ ହେବାରୁ ଆସ, ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ________ କରୁ, ପୁଣି, ଈଶ୍ବରଙ୍କୁ ଭୟ କରି ପବିତ୍ରତାରେ ସିଦ୍ଧ ହେଉ।
ଦୋଷୀ
ଶୁଚି
ସ୍ପର୍ଶ
ଫିଲିପ୍ପୀୟ 2:12 — ଅତଏବ, ହେ ମୋହର ପ୍ରିୟମାନେ, ଯେପରି ତୁମ୍ଭେମାନେ ସର୍ବଦା ଆଜ୍ଞାବହ ହୋଇଅଛ, କେବଳ ମୋହର ଉପସ୍ଥିତିରେ କଲା ପରି ନୁହେଁ, କିନ୍ତୁ ବର୍ତ୍ତମାନ ମୋହର ଅନୁପସ୍ଥିତିରେ ଆହୁରି ଅଧିକ ରୂପେ ଭୟ ଓ କମ୍ପ ସହ ଆପଣା ଆପଣା ________ ସାଧନ କର
ଜ୍ଞାନ
ପ୍ରାୟଶ୍ଚିତ୍ତ
ପରିତ୍ରାଣ
ଗୀତସଂହିତା 103:17 — ମାତ୍ର ସଦାପ୍ରଭୁଙ୍କ ଦୟା ଅନାଦିକାଳରୁ ________ ପର୍ଯ୍ୟନ୍ତ ଆପଣା ଭୟକାରୀମାନଙ୍କ ପ୍ରତି ଥାଏ ଓ ଯେଉଁମାନେ ତାହାଙ୍କର ନିୟମ ରକ୍ଷା କରନ୍ତି
ଅନନ୍ତକାଳ
ଆନନ୍ଦ
ଦୁର୍ଗ
Link copied
Has this study helped you? Share a short or your full testimony — your story helps someone else find this site.
Save your progress
Optional. You never need an account to use this site.
Keep your quiz scores and your certificate if you change phone or clear your browser.
Restore progress
Restoring replaces the progress on this device, and any certificate you print afterwards will carry the name on the record.
