🌐 Language
'Olelo Hawai'iAfaan Oromoobahasa IndonesiaBelarusianBrezhonegCebuanoChamorroChichewachiShonaChongthuCiyawoDanskDeutschEestiEnglishEspañolEsperantoeʋegbeFrançaisHausaHrvatskiIgboIlocanoItalianoKikuyuKiswahiliKiyombiKreyòl AyisyenLatinaLatviešulietuviųLingálaLugandaMagyarMahasuiMāoriNederlandsNorskPohnpeianPolskiPortuguêsQach’abelRomaniRomânăSanskritSetswanaShqipsrpski jezikSuomiSvenskaTagalogTiếng ViệtTonganTwiTürkçeUyghur tiliYorùbáÍslenskaČeštinaБългарскиРусскийУкраїнськаעבריתاردوالعربيةفارسیكوردی سۆرانیअहिराणी‎नेपालीभद्रवाही‎मराठीमानक हिन्दी‎हरियाणवी‎অসমীয়াবাংলাਪੰਜਾਬੀગુજરાતીଓଡ଼ିଆ‎தமிழ்తెలుగుಕನ್ನಡമലയാളംไทยဗမာἙλληνική中文日本語한국어+ All languages
See More Jesus

ବାଇବଲ ଜ୍ଞାନ ବିଷୟରେ କଣ କୁହେ? — ଏହାକୁ ଜୀବନରେ ପ୍ରୟୋଗ କରିବା · ଷ୍ଟ୍ରଙ୍ଗସ୍ ନମ୍ବର ସହିତ KJV ଶାସ୍ତ୍ର — ବାଇବଲ କୁଇଜ୍

For each reference below, choose what that verse teaches. Your score appears at the end.

This is the graded quiz. Pass it to earn credit toward your Ministry Certificate of Endorsement.

ଆୟୁବ 28:12 — ମାତ୍ର ________ କେଉଁଠାରେ ପ୍ରାପ୍ତ ହୁଏ? ଓ ବୁଦ୍ଧିର ସ୍ଥାନ କାହିଁ?
ବୁଦ୍ଧି
ଜ୍ଞାନ
ସମୟରେ
ଯାକୁବ 1:5 — କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ବର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ________ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ।
ଶୁଚି
ଦାନ
ଦର୍ପ
ହିତୋପଦେଶ 2:3 — ହଁ, ଯଦି ତୁମ୍ଭେ ସୁବିବେଚନା ପ୍ରତି ଡାକ ପକାଅ ଓ ________ ନିମନ୍ତେ ଉଚ୍ଚସ୍ୱର କର;
ବୁଦ୍ଧି
ପ୍ରେମ
ପୁରସ୍କାର
ହିତୋପଦେଶ 2:4 — ଯଦି ________ ନ୍ୟାୟ ତାକୁ ଖୋଜ ଓ ପୋତା-ଧନ ପରି ତାହାର ଅନ୍ୱେଷଣ କର;
ରୂପା
ପ୍ରେମ
ଭରସା
ହିତୋପଦେଶ 2:6 — ଯେହେତୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି, ତାହାଙ୍କ ମୁଖରୁ ଜ୍ଞାନ ଓ ________ ନିର୍ଗତ ହୁଏ।
ବୁଦ୍ଧି
ପ୍ରେମ
ମିଥ୍ୟାବାଦୀ
ହିତୋପଦେଶ 9:10 — ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ, ପୁଣି, ଧର୍ମସ୍ୱରୂପଙ୍କ ବିଷୟକ ________ ହିଁ ସୁବିବେଚନା ଅଟେ।
ଜ୍ଞାନ
ବୁଦ୍ଧି
ପ୍ରେମ
ଆୟୁବ 28:28 — ପୁଣି, ସେ ମନୁଷ୍ୟକୁ କହିଲେ, ‘ଦେଖ, ପ୍ରଭୁ ବିଷୟକ ଭୟ ହିଁ ଜ୍ଞାନ ଓ କୁକ୍ରିୟା ତ୍ୟାଗ ହିଁ ________।’”
ଭରସା
ମନ୍ତ୍ରଣା
ବୁଦ୍ଧି
ମାଥିଉ 7:7 — ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ________, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ୱାରରେ ଆଘାତ କର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ।
ମାପରେ
ଖଞ୍ଜ
ଖୋଜ
ହିତୋପଦେଶ 3:13 — ଯେଉଁ ଲୋକ ଜ୍ଞାନ ପାଏ ଓ ________ ଲାଭ କରେ, ସେ ଧନ୍ୟ।
ବୁଦ୍ଧି
ପ୍ରେମ
ପୁରସ୍କାର
ହିତୋପଦେଶ 4:5 — ________ ଅର୍ଜନ କର, ସୁବିବେଚନା ଲାଭ କର, ତାହା ଭୁଲ ନାହିଁ; ପୁଣି, ମୋʼ ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ।
ଅପେକ୍ଷା
ବୁଦ୍ଧି
ଜ୍ଞାନ
ହିତୋପଦେଶ 4:6 — ତାକୁ ପରିତ୍ୟାଗ କର ନାହିଁ; ତହିଁରେ ସେ ତୁମ୍ଭକୁ ପାଳନ କରିବ; ତାକୁ ________ କର, ତହିଁରେ ସେ ତୁମ୍ଭକୁ ରକ୍ଷା କରିବ।
ଅନ୍ଧକାର
ନମ୍ରତା
ସ୍ନେହ
ହିତୋପଦେଶ 4:8 — ତାହାକୁ ଶିରୋଧାର୍ଯ୍ୟ କର, ତହିଁରେ ସେ ତୁମ୍ଭକୁ ଉନ୍ନତ କରିବ; ତାହାକୁ ________ କଲେ, ସେ ତୁମ୍ଭକୁ ସମ୍ଭ୍ରାନ୍ତ କରିବ।
ଆଲିଙ୍ଗନ
ସୁସଜ୍ଜିତ
ଶୋକାକୁଳ
ହିତୋପଦେଶ 3:22 — ତାହା ତୁମ୍ଭ ପ୍ରାଣର ________ ଓ କଣ୍ଠର ଭୂଷଣ ହେବ।
ଜୀବନ
ଗୌରବ
ଦୟା
ଗୀତସଂହିତା 90:12 — ଯେପରି ଆମ୍ଭେମାନେ ________ ଅନ୍ତଃକରଣ ପାଇ ପାରିବୁ, ଏଥିପାଇଁ ଆମ୍ଭମାନଙ୍କୁ ଆପଣା ଆପଣା ଦିନର ଗଣନା କରିବାକୁ ଶିକ୍ଷା ଦିଅ।
ଜ୍ଞାନବିଶିଷ୍ଟ
ସ୍ପଷ୍ଟ
ଅନ୍ୟାୟରେ
ଦ୍ୱିତୀୟ ବିବରଣ 4:6 — ଏଣୁ ତୁମ୍ଭେମାନେ ତାହାସବୁ ପାଳନ କର; କାରଣ ନାନା ଦେଶୀୟ ଲୋକମାନଙ୍କ ସାକ୍ଷାତରେ ଏହା ହିଁ ତୁମ୍ଭମାନଙ୍କର ଜ୍ଞାନ ଓ ବୁଦ୍ଧି ସ୍ୱରୂପ ହେବ; ସେମାନେ ଏହିସବୁ ________ ଶୁଣି କହିବେ, “ଏହି ମହାଗୋଷ୍ଠୀ ନିତାନ୍ତ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ ଅଟନ୍ତି।”
ବିଧି
ଶାସନ
ହୃଦୟ
କଲସୀୟ 4:5 — ସୁଯୋଗର ସଦ୍ବ୍ୟବହାର କରି ବାହାରର ଲୋକମାନଙ୍କ ନିକଟରେ ବୁଦ୍ଧି ସହ ________ କର।
ଆଚରଣ
ପ୍ରେମ
ପ୍ରକାଶିତ
ଏଫିସୀୟ 5:15 — ଅତଏବ ଅଜ୍ଞାନ ପରି ନ ହୋଇ ________ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ
ନୂତନ
ନିର୍ମଳ
ଜ୍ଞାନୀ
ଏଫିସୀୟ 5:16 — ପୁଣି, ସୁଯୋଗର ସତ୍ ବ୍ୟବହାର କର, କାରଣ କାଳ ________ ଅଟେ।
ମନ୍ଦ
ଖଡ୍ଗ
ଉତ୍ତମ
ଯାକୁବ 3:13 — ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି? ସେ ଜ୍ଞାନସଙ୍ଗତ ________ ସହ ସଦାଚରଣ ଦ୍ୱାରା ଆପଣା କର୍ମ ପ୍ରକାଶ କରୁ।
କଠିନତା
ନମ୍ରତା
ପରମ୍ପରାଗତ
ଉପଦେଶକ 9:14 — ଯଥା, ଅଳ୍ପ ଲୋକବିଶିଷ୍ଟ ଏକ କ୍ଷୁଦ୍ର ନଗର ଥିଲା; ଆଉ, ଏକ ମହାରାଜା ତହିଁ ବିରୁଦ୍ଧରେ ଆସି ତାହା ବେଷ୍ଟନ କଲା ଓ ତାହା ବିରୁଦ୍ଧରେ ବଡ଼ ବଡ଼ ________ ନିର୍ମାଣ କଲା।
ଧନୀ
ଦୁର୍ଗ
ସରଳ
ଉପଦେଶକ 9:15 — ଏପରି ସମୟରେ ତାହା ମଧ୍ୟରେ ଏକ ଦରିଦ୍ର ଜ୍ଞାନୀ ଲୋକ ଦେଖାଗଲା, ପୁଣି ସେ ଆପଣା ଜ୍ଞାନ ଦ୍ୱାରା ନଗର ରକ୍ଷା କଲା; ତଥାପି ସେହି ଦରିଦ୍ର ଲୋକକୁ କେହି ________ କଲା ନାହିଁ।
ସ୍ମରଣ
ନିର୍ମାଣ
ବିଚାର
ହିତୋପଦେଶ 24:5 — ଜ୍ଞାନବାନ ଲୋକ ________, ପୁଣି, ବିଦ୍ୱାନ୍ ଲୋକ ବଳ ବଢ଼ାଏ।
ବଳିଦାନ
ଖଡ୍ଗ
ବଳବାନ
ହିତୋପଦେଶ 21:22 — ________ ଲୋକ ବଳବାନର ନଗରରେ ଚଢ଼ି ପ୍ରବେଶ କରେ, ପୁଣି, ତହିଁର ସାହସଦାୟୀ ବଳ ତଳକୁ ଆଣେ।
ବାକ୍ୟ
ଜ୍ଞାନୀ
ମନ୍ଦ
୨ କରିନ୍ଥୀୟ 10:4 — (ଯେଣୁ ଆମ୍ଭମାନଙ୍କ ଯୁଦ୍ଧର ଅସ୍ତ୍ରଶସ୍ତ୍ର ________ ନୁହେଁ, ମାତ୍ର ଦୃଢ଼ ଗଡ଼ ଭୂମିସାତ୍ କରିବା ନିମନ୍ତେ ଈଶ୍ବରଙ୍କ ଦୃଷ୍ଟିରେ ସେହିସବୁ ଶକ୍ତିଯୁକ୍ତ ଅଟେ);
ପୂର୍ବରୁ
ସାହସ
ଶାରୀରିକ
ଏଫିସୀୟ 6:17 — ପୁଣି, ________ ରୂପ ଶିରସ୍ତ୍ରାଣ ପରିଧାନ କର ଓ ଆତ୍ମାଙ୍କ ଖଡ୍ଗ, ଅର୍ଥାତ୍ ଈଶ୍ବରଙ୍କ ବାକ୍ୟ ଧାରଣ କର;
ଧାର୍ମିକତା
ପରିତ୍ରାଣ
ଅଧିକାର
ଲୂକ 21:15 — କାରଣ ମୁଁ ତୁମ୍ଭମାନଙ୍କୁ ଏପରି ବାକ୍ୟ ଓ ଜ୍ଞାନ ଦେବି ଯେ, ତୁମ୍ଭମାନଙ୍କର ସମସ୍ତ ________ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରିପାରିବେ ନାହିଁ।
ବିପକ୍ଷ
ପ୍ରଦୀପ
ମନ
୨ ତୀମଥି 3:15 — ପୁଣି, ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ________ ଦ୍ୱାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟ କାଳଠାରୁ ଜାଣିଅଛ।
ବିଶ୍ୱାସ
ଶୁଣି
ଉଠି
ମାଥିଉ 10:16 — “ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି, ଅତଏବ ସର୍ପ ପରି ବୁଦ୍ଧିମାନ ଓ ________ ପରି ଅହିଂସକ ହୁଅ।
କପୋତ
ଧର୍ମଶାସ୍ତ୍ର
କାଳସର୍ପର
ଯାକୁବ 3:15 — ଏପରି ________ ଊର୍ଦ୍ଧ୍ୱରୁ ଆଗତ ନୁହେଁ, ମାତ୍ର ତାହା ପାର୍ଥିବ, ଅନାତ୍ମିକ ଓ ଶୟତାନଠାରୁ ଅଟେ;
ଆରମ୍ଭ
ଅନୁଗ୍ରହ
ଜ୍ଞାନ

← Back to the study