🌐 Language
'Olelo Hawai'iAfaan Oromoobahasa IndonesiaBelarusianBrezhonegCebuanoChamorroChichewachiShonaChongthuCiyawoDanskDeutschEestiEnglishEspañolEsperantoeʋegbeFrançaisHausaHrvatskiIgboIlocanoItalianoKikuyuKiswahiliKiyombiKreyòl AyisyenLatinaLatviešulietuviųLingálaLugandaMagyarMahasuiMāoriNederlandsNorskPohnpeianPolskiPortuguêsQach’abelRomaniRomânăSanskritSetswanaShqipsrpski jezikSuomiSvenskaTagalogTiếng ViệtTonganTwiTürkçeUyghur tiliYorùbáÍslenskaČeštinaБългарскиРусскийУкраїнськаעבריתاردوالعربيةفارسیكوردی سۆرانیअहिराणी‎नेपालीभद्रवाही‎मराठीमानक हिन्दी‎हरियाणवी‎অসমীয়াবাংলাਪੰਜਾਬੀગુજરાતીଓଡ଼ିଆ‎தமிழ்తెలుగుಕನ್ನಡമലയാളംไทยဗမာἙλληνική中文日本語한국어+ ସମସ୍ତ ଭାଷା
See More Jesus
ଓଡ଼ିଆ‎

ବାଇବଲ ଭଲ ଓ ମନ୍ଦ ବିଷୟରେ କଣ କହେ? — ଏହାକୁ ଜୀବନରେ ପାଳନ କରିବା · Strong's ସଂଖ୍ୟା ସହିତ KJV ଶାସ୍ତ୍ର — ବାଇବେଲ କୁଇଜ୍

ବାଇବେଲ କୁଇଜ୍

ବାଇବଲ ଭଲ ଓ ମନ୍ଦ ବିଷୟରେ କଣ କହେ? — ଏହାକୁ ଜୀବନରେ ପାଳନ କରିବା · Strong's ସଂଖ୍ୟା ସହିତ KJV ଶାସ୍ତ୍ର — ବାଇବେଲ କୁଇଜ୍

ନିମ୍ନରେ ଥିବା ପ୍ରତ୍ୟେକ ସନ୍ଦର୍ଭ ପାଇଁ, ସେହି ପଦଟି କଣ ଶିକ୍ଷା ଦିଏ ତାହା ବାଛନ୍ତୁ। ଶେଷରେ ଆପଣଙ୍କ ସ୍କୋର ଦେଖାଯିବ।

ଏହା ମୂଲ୍ୟାୟିତ କୁଇଜ୍। ଆପଣଙ୍କ ମିନିଷ୍ଟ୍ରି ପ୍ରମାଣପତ୍ର ଅନୁମୋଦନ ପାଇଁ କ୍ରେଡିଟ୍ ପାଇବାକୁ ଏଥିରେ ଉତ୍ତୀର୍ଣ୍ଣ ହୁଅନ୍ତୁ।

ଗୀତସଂହିତା 34:8 — ଆହେ, ସଦାପ୍ରଭୁ ଯେ ମଙ୍ଗଳମୟ, ଏହା ଆସ୍ୱାଦନ କରି ଦେଖ; ଯେ ତାହାଙ୍କର ଶରଣାଗତ, ସେ ଲୋକ ________।
ଧନ୍ୟ
ବିଚାର
ଘୃଣା
ଆଦି ପୁସ୍ତକ 3:22 — ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର କହିଲେ, “ଦେଖ, ମନୁଷ୍ୟ ଭଲ ଓ ମନ୍ଦର ବୋଧ ________ ହୋଇ ଆମ୍ଭମାନଙ୍କ ପରି ଜଣେ ହୋଇଅଛି, ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ୟ ତୋଳି ଖାଇ ଅନନ୍ତଜୀବୀ ନ ହୁଅଇ,”
ପରିବର୍ତ୍ତନ
ପ୍ରାପ୍ତ
ଗୋପନ
ଦ୍ୱିତୀୟ ବିବରଣ 30:19 — ମୁଁ ଆଜି ତୁମ୍ଭମାନଙ୍କ ପ୍ରତିକୂଳରେ ସ୍ୱର୍ଗ ଓ ମର୍ତ୍ତ୍ୟକୁ ________ କରି କହୁଅଛି ଯେ, ମୁଁ ତୁମ୍ଭ ସମ୍ମୁଖରେ ଜୀବନ ଓ ମରଣ, ଆଶୀର୍ବାଦ ଓ ଅଭିଶାପ ରଖିଅଛି; ଏନିମନ୍ତେ ତୁମ୍ଭେ ଓ ତୁମ୍ଭର ବଂଶ ଯେପରି ବଞ୍ଚିବ, ଏଥିପାଇଁ ଜୀବନ ମନୋନୀତ କର;
ଦୀର୍ଘ
କ୍ରୋଧ
ସାକ୍ଷୀ
ପ୍ରଥମ ରାଜାବଳୀ 3:9 — ଏହେତୁ ଯେପରି ଆମ୍ଭେ ଭଲ ଓ ମନ୍ଦର ________ ଜାଣି ପାରିବୁ, ଏଥିପାଇଁ ତୁମ୍ଭ ଲୋକମାନଙ୍କର ବିଚାର କରିବା ନିମନ୍ତେ ତୁମ୍ଭର ଏହି ଦାସକୁ ଜ୍ଞାନୀ ମନ ଦିଅ; କାରଣ, ତୁମ୍ଭର ଏହି ମହାଗୋଷ୍ଠୀର ବିଚାର କରିବାକୁ କିଏ ସମର୍ଥ?”
ବିଚାରର
ପ୍ରଭେଦ
ମନ୍ତ୍ର
ଯିଶାଇୟ 7:15 — ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ________ କରିବାର ଜାଣିବା ବେଳେ ସେ ଦହି ଓ ମଧୁ ଖାଇବ।
କ୍ରୋଧ
ମନୋନୀତ
ବଂଶ
ଏବ୍ରୀ 5:12 — କାରଣ ଯଦ୍ୟପି ଏତେ ସମୟ ମଧ୍ୟରେ ତୁମ୍ଭମାନଙ୍କର ଶିକ୍ଷକ ହେବା ଉଚିତ୍ ଥିଲା, ତଥାପି ଈଶ୍ବରଙ୍କ ବାକ୍ୟର ପ୍ରାଥମିକ ମୌଳିକ ସୂତ୍ରଗୁଡ଼ିକ କେହି ଯେ ତୁମ୍ଭମାନଙ୍କୁ ________ ଦିଏ, ଏହା ପୁନର୍ବାର ତୁମ୍ଭମାନଙ୍କର ପ୍ରୟୋଜନ ଅଛି; ଗୁରୁପାକ ଖାଦ୍ୟ ପ୍ରୟୋଜନ ନ ହୋଇ ଦୁଗ୍ଧ ତୁମ୍ଭମାନଙ୍କର ପ୍ରୟୋଜନ।
ଶିକ୍ଷା
ସିଂହାସନ
ଯାତ୍ରା
ହିତୋପଦେଶ 2:3 — ହଁ, ଯଦି ତୁମ୍ଭେ ସୁବିବେଚନା ପ୍ରତି ଡାକ ପକାଅ ଓ ________ ନିମନ୍ତେ ଉଚ୍ଚସ୍ୱର କର;
ବୁଦ୍ଧି
ନିନ୍ଦା
ପ୍ରେମ
ଗୀତସଂହିତା 34:14 — ମନ୍ଦତାରୁ ଦୂର ହୁଅ ଓ ସୁକର୍ମ କର; ________ ଅନ୍ୱେଷଣ କର ଓ ତହିଁର ଅନୁଗାମୀ ହୁଅ।
ଭକ୍ଷ୍ୟ
ଶାନ୍ତି
ରାତ୍ରି
ଆମୋଷ 5:14 — ତୁମ୍ଭେମାନେ ଯେପରି ବଞ୍ଚିବ, ଏଥିପାଇଁ ମନ୍ଦ ଚେଷ୍ଟା ନ କର, ଭଲ ଚେଷ୍ଟା କର; ତହିଁରେ ତୁମ୍ଭମାନଙ୍କର ବାକ୍ୟ ଅନୁସାରେ ସଦାପ୍ରଭୁ ________ ପରମେଶ୍ୱର ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ।
ଇସ୍ରାଏଲର
ସୈନ୍ୟାଧିପତି
ଗୋଷ୍ଠୀ
ହିତୋପଦେଶ 3:7 — ତୁମ୍ଭେ ଆପଣା ________ ଜ୍ଞାନବାନ ହୁଅ ନାହିଁ; ସଦାପ୍ରଭୁଙ୍କୁ ଭୟ କର ଓ ମନ୍ଦତାରୁ ବିମୁଖ ହୁଅ।
ଦୃଷ୍ଟିରେ
ପ୍ରାଣ
ଦୟା
ହିତୋପଦେଶ 8:13 — ସଦାପ୍ରଭୁଙ୍କ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା; ଅହଙ୍କାର, ଦାମ୍ଭିକତା ଓ କୁପଥ ଏବଂ ________ ମୁଖ ମୁଁ ଘୃଣା କରେ।
କୁଟିଳ
ପ୍ରଦୀପ
ବିବାଦ
ଯିଶାଇୟ 1:16 — ତୁମ୍ଭେମାନେ ଆପଣାମାନଙ୍କୁ ଧୌତ କର, ଆପଣାମାନଙ୍କୁ ________ କର; ଆମ୍ଭ ଦୃଷ୍ଟିରୁ ଆପଣାମାନଙ୍କର କ୍ରିୟାର ମନ୍ଦତା ଦୂର କର; କୁକ୍ରିୟା କରିବାରୁ ନିବୃତ୍ତ ହୁଅ;
ଶିକ୍ଷା
ହୋଇଅଛନ୍ତି
ଶୁଚି
ହିତୋପଦେଶ 17:13 — ଯେଉଁ ଲୋକ ଭଲ ବଦଳେ ମନ୍ଦ କରେ, ତାହାର ଗୃହକୁ ମନ୍ଦ ________ ଛାଡ଼ିବ ନାହିଁ।
କେବେ
ପରିତ୍ୟାଗ
ବିନଷ୍ଟ
୧ ଥେସଲନୀକୀୟ 5:21 — ବରଂ ସମସ୍ତ ବିଷୟ ________ କର;
ପରୀକ୍ଷା
ତାଡ଼ନା
ଧୈର୍ଯ୍ୟ
ମାଥିଉ 5:16 — ସେପ୍ରକାରେ ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମ୍ଭମାନଙ୍କ ସତ୍କର୍ମ ଦେଖି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ________ କୀର୍ତ୍ତନ କରିବେ।
ବନ୍ଧୁ
ମହିମା
ଶୁଚି
ଗାଲାତୀୟ 6:9 — ଆମ୍ଭେମାନେ ଉତ୍ତମ କର୍ମ କରିବାରେ କ୍ଳାନ୍ତ ନ ହେଉ; କାରଣ କ୍ଳାନ୍ତ ନୋହିଲେ ଉପଯୁକ୍ତ ସମୟରେ ________ କାଟିବା।
ଏପରି
ଶସ୍ୟ
ଚମତ୍କୃତ
ରୋମୀୟ 2:7 — ଯେଉଁମାନେ ________ ସହିତ ଉତ୍ତମ କର୍ମ କରି ଗୌରବ, ସମ୍ମାନ ଓ ଅମରତା ଅନ୍ୱେଷଣ କରନ୍ତି, ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ
ଦୁର୍ବଳ
ସାକ୍ଷ୍ୟ
ଧୈର୍ଯ୍ୟ
ମାଥିଉ 19:17 — ସେ ତାହାଙ୍କୁ କହିଲେ, “ସତ୍ ବିଷୟରେ ମୋତେ କାହିଁକି ପଚାରୁଅଛ? ସତ୍ କେବଳ ଜଣେ; କିନ୍ତୁ ତୁମ୍ଭେ ଯଦି ଜୀବନରେ ପ୍ରବେଶ କରିବାକୁ ________ କର, ତେବେ ଆଜ୍ଞାସବୁ ପାଳନ କର।”
ପରି
ବିଶ୍ୱାସ
ଇଚ୍ଛା
ଲୂକ 6:45 — ଉତ୍ତମ ଲୋକ ଆପଣା ହୃଦୟରୂପ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି, ମନ୍ଦ ଲୋକ ମନ୍ଦ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ; କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା ________।
ଫେରି
କହେ
ଲାଭ
ହିତୋପଦେଶ 1:33 — ମାତ୍ର ଯେଉଁ ଲୋକ ମୋହର କଥା ଶୁଣେ, ସେ ନିରାପଦରେ ବାସ କରିବ ଓ ଅମଙ୍ଗଳର ଆଶଙ୍କା ବିନା ________ ପାଇବ।”
ବିଶ୍ରାମ
କର୍ଣ୍ଣପାତ
ଖୋଦିତ
ରୋମୀୟ 6:13 — କିମ୍ବା ଆପଣା ଆପଣାର ଅଙ୍ଗପ୍ରତ୍ୟଙ୍ଗକୁ ଅଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ପାପ ନିକଟରେ ସମର୍ପଣ କର ନାହିଁ, କିନ୍ତୁ ମୃତମାନଙ୍କ ମଧ୍ୟରୁ ________ ହେଲା ପରି ଆପଣା ଆପଣାକୁ ଈଶ୍ବରଙ୍କ ନିକଟରେ ସମର୍ପଣ କର, ପୁଣି, ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ଈଶ୍ବରଙ୍କ ନିକଟରେ ସମର୍ପଣ କର।
କେବଳ
ଜୀବିତ
ଅନୁଗ୍ରହ
ମାଥିଉ 6:13 — ________ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର। [ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର। ଆମେନ୍।]’
ପରମ୍ପରାଗତ
ପରୀକ୍ଷାରେ
ଯନ୍ତ୍ରଣା
୧ ଯୋହନ 5:19 — ଆମ୍ଭେମାନେ ଯେ ଈଶ୍ବରଙ୍କଠାରୁ ________ ଓ ସମସ୍ତ ଜଗତ ଯେ ପାପାତ୍ମାର ଅଧୀନ, ଏହା ଆମ୍ଭେମାନେ ଜାଣୁ।
ସେଥିରେ
ଜାତ
ଏଲୀୟ
ମାଥିଉ 13:19 — ଯେ କେହି ରାଜ୍ୟର ବାକ୍ୟ ________ ନ ବୁଝେ, ପାପାତ୍ମା ଆସି ତାହାର ହୃଦୟରେ ଯାହା ବୁଣାଯାଇଥିଲା, ତାହା ହରଣ କରିନିଏ, ସେ ଜଣକ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ।
ଜାଣି
ବିଶ୍ୱାସ
ଶୁଣି
ମାଥିଉ 6:22 — ଚକ୍ଷୁ ଶରୀରର ପ୍ରଦୀପ। ଏଣୁ ତୁମ୍ଭର ଚକ୍ଷୁ ଯେବେ ________ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ।
ନିର୍ମଳ
ନୂତନ
ମଣ୍ଡଳୀ
୧ ଯୋହନ 2:14 — ବତ୍ସଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ପିତାଙ୍କୁ ଜାଣିଅଛ। ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ଯେ ଆଦ୍ୟରୁ ଅଛନ୍ତି, ତାହାଙ୍କୁ ତୁମ୍ଭେମାନେ ଜାଣିଅଛ। ହେ ଯୁବକମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ________, ପୁଣି, ଈଶ୍ବରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି ଓ ତୁମ୍ଭେମାନେ ପାପାତ୍ମାକୁ ଜୟ କରିଅଛ।
ବଳବାନ
ଜ୍ଞାନୀ
ହୋମବଳି
ପ୍ରେରିତ 10:38 — ଅର୍ଥାତ୍ ________ ଯୀଶୁଙ୍କ କଥା, କିପରି ଈଶ୍ବର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତିରେ ଅଭିଷିକ୍ତ କଲେ, ଆଉ ସେ ମଙ୍ଗଳ ସାଧନ କରୁ କରୁ ଓ ଶୟତାନ କର୍ତ୍ତୃକ ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କରୁ କରୁ ସର୍ବତ୍ର ଭ୍ରମଣ କଲେ, କାରଣ ଈଶ୍ବର ତାହାଙ୍କ ସହବର୍ତ୍ତୀ ଥିଲେ।
ବର୍ଣ୍ଣବ୍ବା
ନାଜରିତୀୟ
ଯିହୂଦିୟା
ଲୂକ 23:41 — ଆଉ ଆମ୍ଭେମାନେ ସିନା ନ୍ୟାୟଭାବରେ ________ ଭୋଗୁଅଛୁ, କାରଣ ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରି ନାହାନ୍ତି।
ପରୀକ୍ଷା
ଦଣ୍ଡ
ନିବେଦନ
୧ ପିତର 2:23 — ସେ ନିନ୍ଦା ପାଇବା ବଦଳରେ ଫେରି ନିନ୍ଦା କଲେ ନାହିଁ; ________ ସହ୍ୟ କରିବା ବଦଳରେ ପ୍ରତିହିଂସା କରିବାକୁ ଭୟ ଦେଖାଇଲେ ନାହିଁ, କିନ୍ତୁ ନ୍ୟାୟବିଚାରକର୍ତ୍ତା ଈଶ୍ବରଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ;
ଦୁଃଖଭୋଗ
ବିଷୟରେ
ଦୃଷ୍ଟାନ୍ତ

← ଅଧ୍ୟୟନକୁ ଫେରନ୍ତୁ