ବାଇବଲ ଭଲ ଓ ମନ୍ଦ ବିଷୟରେ କଣ କହେ? — ଭାଗ ୨ · ଷ୍ଟ୍ରଙ୍ଗସ୍ ନମ୍ବର ସହିତ କେଜେଭି ଶାସ୍ତ୍ରପାଠ — ବାଇବଲ କୁଇଜ୍
For each reference below, choose what that verse teaches. Your score appears at the end.
This is the graded quiz. Pass it to earn credit toward your Ministry Certificate of Endorsement.
ଏବ୍ରୀ 5:14 — କିନ୍ତୁ ________ ଲୋକେ, ଅର୍ଥାତ୍, ଯେଉଁମାନେ ଜ୍ଞାନେନ୍ଦ୍ରିୟଗୁଡ଼ିକର ଅଭ୍ୟାସ ଦ୍ୱାରା ଭଲ ମନ୍ଦ ନିରୂପଣ କରିବାକୁ ସକ୍ଷମ, ସେମାନଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ପ୍ରୟୋଜନ।
ଅନନ୍ତ
ବୃଦ୍ଧ
ପୁରସ୍କାର
୨ କରିନ୍ଥୀୟ 11:3 — କିନ୍ତୁ ସର୍ପ ଆପଣା ________ ହବାଙ୍କୁ ଯେପରି ଭୁଲାଇଲା, ସେହିପରି କାଳେ ତୁମ୍ଭମାନଙ୍କ ମନ ଖ୍ରୀଷ୍ଟଙ୍କ ପ୍ରତି ସରଳତା ଓ ପବିତ୍ରତାରୁ ଭ୍ରଷ୍ଟ ହୁଏ, ମୋହର ଏହି ଭୟ ହେଉଅଛି।
ଆଜ୍ଞାବହତା
ନିର୍ବାଚନ
ଧୂର୍ତ୍ତତାରେ
୧ ଯୋହନ 2:16 — କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ, ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କଠାରୁ ନୁହେଁ, ମାତ୍ର ସଂସାରରୁ ________ ହୋଇଥାଏ।
ଉତ୍ପନ୍ନ
ପ୍ରାପ୍ତ
ସ୍ପର୍ଶ
ଆଦି ପୁସ୍ତକ 3:22 — ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର କହିଲେ, “ଦେଖ, ମନୁଷ୍ୟ ଭଲ ଓ ମନ୍ଦର ବୋଧ ________ ହୋଇ ଆମ୍ଭମାନଙ୍କ ପରି ଜଣେ ହୋଇଅଛି, ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ୟ ତୋଳି ଖାଇ ଅନନ୍ତଜୀବୀ ନ ହୁଅଇ,”
ପରିବର୍ତ୍ତନ
ପ୍ରାପ୍ତ
ଗୋପନ
ମାର୍କ 7:21 — କାରଣ ଭିତରୁ, ମନୁଷ୍ୟର ହୃଦୟରୁ, କୁଚିନ୍ତା ________
ବାହାରେ
ଯେକୌଣସି
ଚମତ୍କୃତ
ଯିରିମୀୟ 4:22 — “କାରଣ ଆମ୍ଭର ଲୋକମାନେ ଅଜ୍ଞାନ, ସେମାନେ ଆମ୍ଭକୁ ଚିହ୍ନନ୍ତି ନାହିଁ; ସେମାନେ ନିର୍ବୋଧ ବାଳକ, ସେମାନଙ୍କର କିଛି ବିବେଚନା ନାହିଁ; ସେମାନେ କୁକର୍ମ କରିବାକୁ ନିପୁଣ, ମାତ୍ର ସୁକର୍ମ କରିବାକୁ ସେମାନଙ୍କର କିଛି ________ ନାହିଁ।”
ସ୍ତ୍ରୀ
ଜ୍ଞାନ
ପୁସ୍ତକରେ
ଯିରିମୀୟ 17:9 — ଅନ୍ତଃକରଣ ସବୁଠାରୁ କପଟମୟ ଓ ଅପ୍ରତୀକାର୍ଯ୍ୟ ରୂପେ ________; କିଏ ତାହା ଜାଣିପାରେ?
ଲେଖି
ମଧୁ
ପୀଡ଼ିତ
ମଲାଖି 2:17 — ତୁମ୍ଭେମାନେ ଆପଣାମାନଙ୍କର ବାକ୍ୟ ଦ୍ୱାରା ସଦାପ୍ରଭୁଙ୍କୁ କ୍ଳାନ୍ତ କରିଅଛ। ତଥାପି ତୁମ୍ଭେମାନେ କହୁଅଛ, “ଆମ୍ଭେମାନେ କାହିଁରେ ତାହାଙ୍କୁ କ୍ଳାନ୍ତ କରିଅଛୁ? ପ୍ରତ୍ୟେକ ଲୋକ ଯେ କୁକର୍ମ କରେ, ସେ ସଦାପ୍ରଭୁଙ୍କ ________ ଉତ୍ତମ ଓ ସେମାନଙ୍କଠାରେ ସେ ସନ୍ତୁଷ୍ଟ ହୁଅନ୍ତି, ନୋହିଲେ ବିଚାରକର୍ତ୍ତା ପରମେଶ୍ୱର କାହାନ୍ତି?” ଏପରି କହି କ୍ଳାନ୍ତ କରୁଅଛ।
ଜୀବନ
ଦୃଷ୍ଟିରେ
ପ୍ରାର୍ଥନା
ଯିଶାଇୟ 7:15 — ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ________ କରିବାର ଜାଣିବା ବେଳେ ସେ ଦହି ଓ ମଧୁ ଖାଇବ।
କ୍ରୋଧ
ମନୋନୀତ
ବଂଶ
ଗୀତସଂହିତା 97:10 — ହେ ସଦାପ୍ରଭୁଙ୍କ ପ୍ରେମକାରୀଗଣ, ତୁମ୍ଭେମାନେ ମନ୍ଦତା ________ କର; ସେ ଆପଣା ସଦ୍ଭକ୍ତମାନଙ୍କ ପ୍ରାଣ ରକ୍ଷା କରନ୍ତି। ସେ ସେମାନଙ୍କୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରନ୍ତି;
ଘୃଣା
ପରିତ୍ୟାଗ
ଦୁଃଖ
ହିତୋପଦେଶ 3:7 — ତୁମ୍ଭେ ଆପଣା ________ ଜ୍ଞାନବାନ ହୁଅ ନାହିଁ; ସଦାପ୍ରଭୁଙ୍କୁ ଭୟ କର ଓ ମନ୍ଦତାରୁ ବିମୁଖ ହୁଅ।
ଦୃଷ୍ଟିରେ
ପ୍ରାଣ
ଜୀବନ
ଗୀତସଂହିତା 37:27 — ମନ୍ଦଠାରୁ ଦୂର ହୁଅ ଓ ସୁକର୍ମ କର; ତେବେ ତୁମ୍ଭେ ________ ବାସ କରିବ।
ଆନନ୍ଦ
ଦୁର୍ଗ
ଅନନ୍ତକାଳ
ପ୍ରଥମ ରାଜାବଳୀ 3:9 — ଏହେତୁ ଯେପରି ଆମ୍ଭେ ଭଲ ଓ ମନ୍ଦର ________ ଜାଣି ପାରିବୁ, ଏଥିପାଇଁ ତୁମ୍ଭ ଲୋକମାନଙ୍କର ବିଚାର କରିବା ନିମନ୍ତେ ତୁମ୍ଭର ଏହି ଦାସକୁ ଜ୍ଞାନୀ ମନ ଦିଅ; କାରଣ, ତୁମ୍ଭର ଏହି ମହାଗୋଷ୍ଠୀର ବିଚାର କରିବାକୁ କିଏ ସମର୍ଥ?”
ବିଚାରର
ପ୍ରଭେଦ
ମନ୍ତ୍ର
୧ ଥେସଲନୀକୀୟ 5:21 — ବରଂ ସମସ୍ତ ବିଷୟ ________ କର;
ପରୀକ୍ଷା
ନିବେଦନ
ପ୍ରେମ
୧ ଥେସଲନୀକୀୟ 5:22 — ଯାହା ଉତ୍ତମ ତାହା ଧରି ରଖ; ସମସ୍ତ ପ୍ରକାର ମନ୍ଦତା ଠାରୁ ________ ହୋଇଥାଅ।
ପୃଥକ୍
ସନ୍ତୁଷ୍ଟ
ପୂର୍ବରୁ
ରୋମୀୟ 16:19 — ଯେଣୁ ତୁମ୍ଭମାନଙ୍କ ଆଜ୍ଞାବହତାର କଥା ସମସ୍ତ ଲୋକଙ୍କ ମଧ୍ୟରେ ବ୍ୟାପିଯାଇଅଛି; ଅତଏବ, ମୁଁ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଅଛି, କିନ୍ତୁ ତୁମ୍ଭେମାନେ ଯେପରି ସତ୍ ବିଷୟରେ ________ ଓ ଅସତ୍ ବିଷୟରେ ଅମାୟିକ ହୁଅ, ଏହା ମୋହର ଇଚ୍ଛା।
ଅଭିଶାପ
ଜ୍ଞାନୀ
ପ୍ରତିମା
ପ୍ରେରିତ 10:38 — ଅର୍ଥାତ୍ ________ ଯୀଶୁଙ୍କ କଥା, କିପରି ଈଶ୍ବର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତିରେ ଅଭିଷିକ୍ତ କଲେ, ଆଉ ସେ ମଙ୍ଗଳ ସାଧନ କରୁ କରୁ ଓ ଶୟତାନ କର୍ତ୍ତୃକ ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କରୁ କରୁ ସର୍ବତ୍ର ଭ୍ରମଣ କଲେ, କାରଣ ଈଶ୍ବର ତାହାଙ୍କ ସହବର୍ତ୍ତୀ ଥିଲେ।
ବର୍ଣ୍ଣବ୍ବା
ନାଜରିତୀୟ
ଯିହୂଦିୟା
୧ ପିତର 3:11 — ସେ ମନ୍ଦରୁ ବିମୁଖ ହୋଇ ସତ୍କର୍ମ କରୁ; ସେ ________ ଅନ୍ୱେଷଣ କରି ସେଥିର ଅନୁଗାମୀ ହେଉ।
ଆତ୍ମା
ପ୍ରେମ
ଶାନ୍ତି
ଆମୋଷ 5:14 — ତୁମ୍ଭେମାନେ ଯେପରି ବଞ୍ଚିବ, ଏଥିପାଇଁ ମନ୍ଦ ଚେଷ୍ଟା ନ କର, ଭଲ ଚେଷ୍ଟା କର; ତହିଁରେ ତୁମ୍ଭମାନଙ୍କର ବାକ୍ୟ ଅନୁସାରେ ସଦାପ୍ରଭୁ ________ ପରମେଶ୍ୱର ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ।
ଇସ୍ରାଏଲର
ସୈନ୍ୟାଧିପତି
ଗୋଷ୍ଠୀ
ଆମୋଷ 5:15 — ମନ୍ଦକୁ ଘୃଣା କର, ଭଲକୁ ଭଲ ପାଅ ଓ ନଗର-ଦ୍ୱାରରେ ନ୍ୟାୟବିଚାର କର; ହୋଇପାରେ, ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ଯୋଷେଫର ଅବଶିଷ୍ଟାଂଶ ପ୍ରତି ________ ହେବେ।
ଅଳସୁଆ
କୃପାମୟ
ଗୌରବାନ୍ୱିତ
ଗୀତସଂହିତା 34:14 — ମନ୍ଦତାରୁ ଦୂର ହୁଅ ଓ ସୁକର୍ମ କର; ________ ଅନ୍ୱେଷଣ କର ଓ ତହିଁର ଅନୁଗାମୀ ହୁଅ।
ଭକ୍ଷ୍ୟ
ଶାନ୍ତି
ପ୍ରେମ
ରୋମୀୟ 12:9 — ________ ନିଷ୍କପଟ ହେଉ। ଯାହା ମନ୍ଦ, ତାହା ଘୃଣା କର; ଯାହା ଉତ୍ତମ, ସେଥିରେ ଆସକ୍ତ ହୁଅ;
ଆଜ୍ଞା
ପ୍ରେମ
ପ୍ରକାଶିତ
ଆଦି ପୁସ୍ତକ 3:13 — ସେତେବେଳେ ସଦାପ୍ରଭୁ ପରମେଶ୍ୱର ନାରୀଙ୍କୁ କହିଲେ, “ଏ କି କଲ?” ନାରୀ କହିଲେ, “________ ମୋତେ ଭୁଲାଇଲା, ତହିଁରେ ମୁଁ ଖାଇଲି।”
ସର୍ପ
ନିର୍ଝର
ବୃଦ୍ଧ
ରୋମୀୟ 5:19 — କାରଣ ଯେପରି ଜଣକର ଅନାଜ୍ଞାବହତା ଦ୍ୱାରା ଅନେକେ ପାପୀ ହେଲେ, ସେହିପରି ମଧ୍ୟ ଜଣକର ________ ଦ୍ୱାରା ଅନେକେ ଧାର୍ମିକ ହେବେ।
ନିର୍ବାଚନ
ଆଜ୍ଞାବହତା
ପୁତ୍ରତ୍ୱର
ପ୍ରକାଶିତ 2:7 — ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ତାହାକୁ ଆମ୍ଭେ ଈଶ୍ବରଙ୍କ ପାରଦୀଶରେ ଥିବା ________ ବୃକ୍ଷର ଫଳ ଖାଇବାକୁ ଦେବୁ।”
ଜୀବନ
ଦକ୍ଷିଣ
ଗୌରବ
Link copied
Has this study helped you? Share a short or your full testimony — your story helps someone else find this site.
Save your progress
Optional. You never need an account to use this site.
Keep your quiz scores and your certificate if you change phone or clear your browser.
Restore progress
Restoring replaces the progress on this device, and any certificate you print afterwards will carry the name on the record.
