🌐 Language
'Olelo Hawai'iAfaan Oromoobahasa IndonesiaBelarusianBrezhonegCebuanoChamorroChichewachiShonaChongthuCiyawoDanskDeutschEestiEnglishEspañolEsperantoeʋegbeFrançaisHausaHrvatskiIgboIlocanoItalianoKikuyuKiswahiliKiyombiKreyòl AyisyenLatinaLatviešulietuviųLingálaLugandaMagyarMahasuiMāoriNederlandsNorskPohnpeianPolskiPortuguêsQach’abelRomaniRomânăSanskritSetswanaShqipsrpski jezikSuomiSvenskaTagalogTiếng ViệtTonganTwiTürkçeUyghur tiliYorùbáÍslenskaČeštinaБългарскиРусскийУкраїнськаעבריתاردوالعربيةفارسیكوردی سۆرانیअहिराणी‎नेपालीभद्रवाही‎मराठीमानक हिन्दी‎हरियाणवी‎অসমীয়াবাংলাਪੰਜਾਬੀગુજરાતીଓଡ଼ିଆ‎தமிழ்తెలుగుಕನ್ನಡമലയാളംไทยဗမာἙλληνική中文日本語한국어+ ସମସ୍ତ ଭାଷା
See More Jesus
ଓଡ଼ିଆ‎

ବାଇବଲ ଦୟା ବିଷୟରେ କଣ କହେ? — ଏହାକୁ ଜୀବନରେ ପାଳନ କରିବା · ଷ୍ଟ୍ରଙ୍ଗସ ନମ୍ବର ସହିତ KJV ଶାସ୍ତ୍ର — ବାଇବେଲ କୁଇଜ୍

ବାଇବେଲ କୁଇଜ୍

ବାଇବଲ ଦୟା ବିଷୟରେ କଣ କହେ? — ଏହାକୁ ଜୀବନରେ ପାଳନ କରିବା · ଷ୍ଟ୍ରଙ୍ଗସ ନମ୍ବର ସହିତ KJV ଶାସ୍ତ୍ର — ବାଇବେଲ କୁଇଜ୍

ନିମ୍ନରେ ଥିବା ପ୍ରତ୍ୟେକ ସନ୍ଦର୍ଭ ପାଇଁ, ସେହି ପଦଟି କଣ ଶିକ୍ଷା ଦିଏ ତାହା ବାଛନ୍ତୁ। ଶେଷରେ ଆପଣଙ୍କ ସ୍କୋର ଦେଖାଯିବ।

ଏହା ମୂଲ୍ୟାୟିତ କୁଇଜ୍। ଆପଣଙ୍କ ମିନିଷ୍ଟ୍ରି ପ୍ରମାଣପତ୍ର ଅନୁମୋଦନ ପାଇଁ କ୍ରେଡିଟ୍ ପାଇବାକୁ ଏଥିରେ ଉତ୍ତୀର୍ଣ୍ଣ ହୁଅନ୍ତୁ।

ମାଥିଉ 9:27 — ଯୀଶୁ ସେଠାରୁ ଯାଉଥିବା ସମୟରେ ଦୁଇ ଜଣ ଅନ୍ଧ ପଛେ ପଛେ ଚାଲି ଉଚ୍ଚସ୍ୱର କରି କହିବାକୁ ଲାଗିଲେ, ହେ ଦାଉଦଙ୍କ ସନ୍ତାନ, ଆମ୍ଭମାନଙ୍କୁ ________ କରନ୍ତୁ।
ପଥ
ପ୍ରାର୍ଥନା
ଦୟା
ମାଥିଉ 15:22 — ଆଉ ଦେଖ, ସେହି ସୀମାରୁ ଜଣେ ________ ସ୍ତ୍ରୀ ଆସି ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ପ୍ରଭୁ, ଦାଉଦଙ୍କ ସନ୍ତାନ, ମୋତେ ଦୟା କରନ୍ତୁ, ମୋହର ଝିଅଟି ଅତି ଭୟଙ୍କର ଭାବରେ ଭୂତ ଦ୍ୱାରା କଷ୍ଟ ପାଉଅଛି।
କିଣାନୀୟ
ହିତ୍ତୀୟ
ଅଶୂରୀୟ
ଯାତ୍ରା ପୁସ୍ତକ 33:19 — ସେ ଉତ୍ତର କଲେ, “ଆମ୍ଭେ ତୁମ୍ଭ ସମ୍ମୁଖ ଦେଇ ଆପଣାର ସମସ୍ତ ଉତ୍ତମତା ଗମନ କରାଇବା, ତୁମ୍ଭ ସମ୍ମୁଖରେ ସଦାପ୍ରଭୁଙ୍କର ନାମ ________ କରିବା; ଆମ୍ଭେ ଯାହାକୁ ଅନୁଗ୍ରହ କରୁ, ତାହାକୁ ଅନୁଗ୍ରହ କରିବା ଓ ଯାହାକୁ ଦୟା କରୁ, ତାହାକୁ ଦୟା କରିବା।”
ସ୍ପର୍ଶ
କ୍ଷମା
ଘୋଷଣା
ଯିଶାଇୟ 30:18 — ପୁଣି, ତହିଁ ସକାଶୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ, ଆଉ ତହିଁ ସକାଶୁ ତୁମ୍ଭମାନଙ୍କ ପ୍ରତି ଦୟା କରିବା ନିମନ୍ତେ ସେ ________ ହେବେ; କାରଣ ସଦାପ୍ରଭୁ ନ୍ୟାୟ ବିଚାରକାରୀ ପରମେଶ୍ୱର ଅଟନ୍ତି; ଯେଉଁମାନେ ତାହାଙ୍କ ପାଇଁ ଅପେକ୍ଷା କରନ୍ତି, ସେସମସ୍ତେ ଧନ୍ୟ।
ସାନ୍ତ୍ୱନା
ପ୍ରଶଂସା
ଉନ୍ନତ
ଗଣନା ପୁସ୍ତକ 6:24 — ସଦାପ୍ରଭୁ ତୁମ୍ଭକୁ ________ କରନ୍ତୁ ଓ ତୁମ୍ଭକୁ ରକ୍ଷା କରନ୍ତୁ;
ଶୁଚି
ଆଶୀର୍ବାଦ
ପ୍ରସ୍ତୁତ
ଗୀତସଂହିତା 145:9 — ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ; ପୁଣି, ତାହାଙ୍କ ହସ୍ତକୃତ ସମସ୍ତ ________ ଉପରେ ତାହାଙ୍କର ଦୟା ଥାଏ।
ପାଳନ
କର୍ମ
ବାକ୍ୟ
ଯିଶାଇୟ 49:15 — “ସ୍ତ୍ରୀଲୋକ ଆପଣା ଗର୍ଭଜାତ ପୁତ୍ରକୁ ________ ନ କରି କି ଆପଣା ସ୍ତନ୍ୟପାୟୀ ଶିଶୁକୁ ପାସୋରି ପାରିବ? ହଁ, ଏମାନେ ପାସୋରି ପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ।
ବିଶ୍ୱସ୍ତତା
ନିବେଦନ
ସ୍ନେହ
ଯିରିମୀୟ 31:20 — ________ କି ଆମ୍ଭର ପ୍ରିୟ ପୁତ୍ର? ସେ କି ଆନନ୍ଦଦାୟୀ ବାଳକ? କାରଣ ଆମ୍ଭେ ଯେତେ ଥର ତାହା ବିରୁଦ୍ଧରେ କଥା କହୁ, ସେତେଥର ଆଗ୍ରହରେ ଆମ୍ଭେ ତାହାକୁ ସ୍ମରଣ କରୁ; ଏଥିପାଇଁ ତାହା ନିମନ୍ତେ ଆମ୍ଭର ଅନ୍ତର ବ୍ୟାକୁଳ ହୁଏ; ଆମ୍ଭେ ଅବଶ୍ୟ ତାହାକୁ ଦୟା କରିବା, ଏହା ସଦାପ୍ରଭୁ କହନ୍ତି।
ଇଫ୍ରୟିମ
ଅଶୂରର
ବିନ୍ୟାମୀନ୍
ପ୍ରଥମ ରାଜାବଳୀ 3:26 — ଏଥିରେ ଯେଉଁ ସ୍ତ୍ରୀର ପିଲା ________ ଥିଲା, ତାହାର ଅନ୍ତଃକରଣ ଆପଣା ପୁତ୍ର ପ୍ରତି ସ୍ନେହରେ ଉତ୍ତପ୍ତ ହେଲା, ଏଣୁ ସେ ରାଜାଙ୍କୁ କହିଲା, “ହେ ମୋହର ପ୍ରଭୋ, ଜୀଅନ୍ତା ପିଲାଟି ତାକୁ ଦେଉନ୍ତୁ, କୌଣସିମତେ ତାକୁ ବଧ ନ କରନ୍ତୁ।” ମାତ୍ର, ଅନ୍ୟ ସ୍ତ୍ରୀ କହିଲା, “ସେ ମୋହର ନ ହେଉ କି ତୁମ୍ଭର ନ ହେଉ; ତାକୁ ଦୁଇ ଖଣ୍ଡ କର।”
ଉଠି
ଜୀବିତ
ଶପଥ
ଲୂକ 15:20 — ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା। କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ିଯାଇ ତାହାକୁ ________ କରି ଅତି ସ୍ନେହରେ ଚୁମ୍ବନ ଦେଲେ।
ଆଲିଙ୍ଗନ
ସଙ୍କେତ
ବସ୍ତ୍ରସବୁ
ଦ୍ୱିତୀୟ ବିବରଣ 7:9 — ଏହେତୁ ଜାଣ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର, କେବଳ ସେ ପରମେଶ୍ୱର ଅଟନ୍ତି; ସେ ବିଶ୍ୱସନୀୟ ପରମେଶ୍ୱର ଅଟନ୍ତି; ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ସେ ସହସ୍ର ________ ପର୍ଯ୍ୟନ୍ତ ନିୟମ ଓ ଦୟା ରକ୍ଷା କରନ୍ତି।
ପ୍ରାୟଶ୍ଚିତ୍ତ
ପିଢ଼ି
ମହତ୍ତ୍ୱ
ପ୍ରଥମ ରାଜାବଳୀ 8:23 — “ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ଉପରିସ୍ଥ ________ କିଅବା ନୀଚସ୍ଥ ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର କେହି ନାହିଁ; ତୁମ୍ଭର ଯେଉଁ ଦାସମାନେ ସର୍ବାନ୍ତଃକରଣ ସହିତ ତୁମ୍ଭ ସମ୍ମୁଖରେ ଗମନାଗମନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ପାଳନ କରିଥାଅ;
ସ୍ୱର୍ଗରେ
କ୍ଷେତ୍ରରେ
ସ୍ଥାନରେ
ଗୀତସଂହିତା 89:28 — ଆମ୍ଭେ ________ ତାହା ପକ୍ଷରେ ଆପଣା ଦୟା ରଖିବା, ପୁଣି, ଆମ୍ଭର ନିୟମ ତାହା ପକ୍ଷରେ ସୁସ୍ଥିର ହେବ।
ଗାନ
ଆନନ୍ଦ
ଅନନ୍ତକାଳ
ଗୀତସଂହିତା 89:33 — ମାତ୍ର ତାହାଠାରୁ ଆମ୍ଭେ ଆପଣା ________ ଏକାନ୍ତ ନେବା ନାହିଁ; କିଅବା ଆମ୍ଭ ବିଶ୍ୱସ୍ତତାର ତ୍ରୁଟି ହେବାକୁ ଦେବା ନାହିଁ।
ଦୟା
ନିୟମ
ପ୍ରାର୍ଥନା
ଗୀତସଂହିତା 85:10 — ଦୟା ଓ ସତ୍ୟତା ପରସ୍ପର ମିଳିତ ହୋଇଅଛନ୍ତି; ଧର୍ମ ଓ ________ ପରସ୍ପର ଚୁମ୍ବନ କରିଅଛନ୍ତି।
ଭକ୍ଷ୍ୟ
ଶାନ୍ତି
ରାତ୍ରି
ଗୀତସଂହିତା 25:10 — ଯେଉଁମାନେ ତାହାଙ୍କ ନିୟମ ଓ ପ୍ରମାଣ-ବାକ୍ୟ ପାଳନ କରନ୍ତି, ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ସମସ୍ତ ପଥ ________ କରୁଣା ଓ ସତ୍ୟତାବିଶିଷ୍ଟ।
ସ୍ନେହପୂର୍ଣ୍ଣ
ବିଶ୍ୱସ୍ତତା
ସ୍ମରଣ
କଲସୀୟ 3:12 — ଅତଏବ, ଈଶ୍ବରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ________ ଓ ଦୀର୍ଘସହିଷ୍ଣୁତା ପରିଧାନ କର।
ମୃଦୁତା
କଠିନତା
ମୁକ୍ତି
ଫିଲିପ୍ପୀୟ 2:1 — ଅତଏବ, ଯଦି ଖ୍ରୀଷ୍ଟଙ୍କ ସହଭାଗିତାରେ କୌଣସି ଉତ୍ସାହ, କୌଣସି ପ୍ରେମପୂର୍ଣ୍ଣ ________, ଆତ୍ମାଙ୍କ କୌଣସି ସହଭାଗିତା, ପୁଣି, କୌଣସି ପ୍ରେମପୂର୍ଣ୍ଣ କରୁଣା ଓ ଦୟା ଥାଏ
ପ୍ରାୟଶ୍ଚିତ୍ତ
ସୁନ୍ନତ
ସାନ୍ତ୍ୱନା
ରୋମୀୟ 12:1 — ଅତଏବ, ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ବରଙ୍କ ________ ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ବରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା।
ଦୟା
ନିୟମ
ପ୍ରାର୍ଥନା
ରୋମୀୟ 6:13 — କିମ୍ବା ଆପଣା ଆପଣାର ଅଙ୍ଗପ୍ରତ୍ୟଙ୍ଗକୁ ଅଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ପାପ ନିକଟରେ ସମର୍ପଣ କର ନାହିଁ, କିନ୍ତୁ ମୃତମାନଙ୍କ ମଧ୍ୟରୁ ________ ହେଲା ପରି ଆପଣା ଆପଣାକୁ ଈଶ୍ବରଙ୍କ ନିକଟରେ ସମର୍ପଣ କର, ପୁଣି, ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ଈଶ୍ବରଙ୍କ ନିକଟରେ ସମର୍ପଣ କର।
କେବଳ
ଜୀବିତ
ଅନୁଗ୍ରହ
ପ୍ରଥମ ଶାମୁୟେଲ 17:47 — ଆଉ ଏହି ସମସ୍ତ ସମାଜ ଜାଣିବେ ଯେ, ସଦାପ୍ରଭୁ ଖଡ୍ଗ ଓ ________ ଦ୍ୱାରା ଉଦ୍ଧାର କରନ୍ତି ନାହିଁ; କାରଣ ଏହି ଯୁଦ୍ଧ ସଦାପ୍ରଭୁଙ୍କର ଓ ସେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ।”
ମନୋନୀତ
ହୋଇପାରେ
ବର୍ଚ୍ଛା
ମାଥିଉ 14:14 — ଆଉ, ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକକୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ ଓ ସେମାନଙ୍କର ରୋଗୀମାନଙ୍କୁ ________ କଲେ।
ଧନ୍ୟ
ସୁସ୍ଥ
ସଫଳ
ମାର୍କ 1:41 — ସେଥିରେ ସେ ଦୟାରେ ବିଗଳିତ ହୋଇ ହସ୍ତ ବିସ୍ତାର କରି ତାହାକୁ ________ କଲେ ଓ କହିଲେ, “ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ।”
ରୋଦନ
ସ୍ପର୍ଶ
ଶତ୍ରୁ
ଲୂକ 7:13 — ତାହାକୁ ଦେଖି ପ୍ରଭୁ ତାହା ପ୍ରତି ଦୟାରେ ବିଗଳିତ ହୋଇ ତାହାକୁ କହିଲେ, “________ କର ନାହିଁ।”
କ୍ଷମା
ରୋଦନ
ବିନତି
ଯାକୁବ 5:11 — ଦେଖ, ଯେଉଁମାନେ ସହିଷ୍ଣୁ ହୋଇ ରହିଥିଲେ, ଆମ୍ଭେମାନେ ସେମାନଙ୍କୁ ଧନ୍ୟ ବୋଲି କହିଥାଉ। ତୁମ୍ଭେମାନେ ଆୟୁବଙ୍କ ସହିଷ୍ଣୁତା ବିଷୟରେ ଶୁଣିଅଛ, ପୁଣି, ପ୍ରଭୁଙ୍କ ଶେଷ ________ ଦେଖି ଜାଣିଅଛ ଯେ, ସେ ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଅଟନ୍ତି।
ପରି
କାର୍ଯ୍ୟ
ବ୍ୟଭିଚାର
ଉପଦେଶକ 4:9 — ଏକ ଜଣରୁ ଦୁଇ ଜଣ ଭଲ, କାରଣ ସେମାନେ ଆପଣା ଆପଣା ପରିଶ୍ରମର ଉତ୍ତମ ଫଳ ________ ହୁଅନ୍ତି।
ସନ୍ତାନଗଣକୁ
ଭ୍ରମଣ
ପ୍ରାପ୍ତ
ଗାଲାତୀୟ 6:2 — ପରସ୍ପରର ________ ବହନ କର; ଏହି ପ୍ରକାରେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବ୍ୟବସ୍ଥା ସଫଳ କରିବ।
ପରୀକ୍ଷା
ଭାର
ନିଜେ
ଯାକୁବ 5:16 — ଅତଏବ, ପରସ୍ପର ନିକଟରେ ଆପଣା ଆପଣାର ପାପ ________ କର, ପୁଣି, ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର। ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରିପାରେ।
ଦୁର୍ବଳ
ତାଡ଼ନା
ସ୍ୱୀକାର
୧ ଥେସଲନୀକୀୟ 5:11 — ଏଣୁ ଯେପରି କରୁଅଛ, ସେହିପରି ପରସ୍ପରକୁ ________ ଦିଅ, ପୁଣି, ପରସ୍ପରର ନିଷ୍ଠା ଜନ୍ମାଅ।
ପରୀକ୍ଷା
ସାନ୍ତ୍ୱନା
ଉପଦେଶ

← ଅଧ୍ୟୟନକୁ ଫେରନ୍ତୁ